This browser does not support the video element.
ଝାରପୋଖରିଆ: ଶୀର୍ଷା ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେଡି କର୍ମୀମାନେ ଶୀର୍ଷା ମେଡ଼ିକାଲ ରେ ଫଳ ବଣ୍ଟନ କଲେ
Jharpokharia, Mayurbhanj | Oct 16, 2024
ସାଢେ ଚାରିକୋଟି ଓଡି଼ଆଙ୍କ ହୁଦୟର ସ୍ପନ୍ଦନ ନବ ନିର୍ମାଣ ଓଡିଶାର ବିନ୍ଧାଣି ଭାରତବର୍ଷର ଶ୍ରେଷ୍ଟ ଲୋକପ୍ରିୟ ନେତା ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୀର୍ଷା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ବିଜେଡିର ଶତାଧିକ କର୍ମି ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫୋଳ,ବ୍ରେଡ଼, ପାଣିବତଲ, ବିସ୍କୁଟ, ଦେବା ସହିତ ଶୀର୍ଷା ମେଡିକାଲର ଡ. ଚିଦାନନ୍ଦ ପୃଷ୍ଟି, BAM ବସନ୍ତ କୁମାର ପାଢ଼ୀ, ଏବଂ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ପ୍ରଦୀପ କୁମାର ପାଲିତ, ଜନ ସଂଯୋଯୋକ ଚିନ୍ମୟ କୁମାର ସାହୁ, ସ୍ବାଗତ ପଟ୍ଟନାୟକ,ସଞ୍ଜୀବ ପଟ୍ଟନାୟକ,ମଧୁ ମାହାଲି,ଶ୍ୟାମ ସୁନ୍ଦର ରଣା, ରାଜ୍ୟ ଛାତ୍ର ସମ୍