Download Now Banner

This browser does not support the video element.

ବରଗଡ: ସ୍ୱାସ୍ଥ୍ୟ ବୀମା କମ୍ପାନୀ ଉପରେ ବରଗଡ଼ କୋର୍ଟର ରାୟକୁ ନେଇ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଓକିଲ

Bargarh, Bargarh (Baragarh) | Sep 11, 2025
ବରଗଡ଼ରେ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲାଗିଲା ଝଟକା l ବରଗଡ଼ ଖାଉଟି ଅଦାଲତ ମଣିପାଲ ସିଗନା ହେଲଥ ଇନସ୍ୟୁରେନ୍ସ କୋ ଲିମିଟେଡ ନାମକ ଏକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ବିରୋଧରେ ରାୟ ଶୁଣାଇଛନ୍ତି l ସ୍ୱାସ୍ଥ୍ୟ ବୀମା ରହିଥିଲେ ସୁଦ୍ଧା ଚିକିତ୍ସା ଖର୍ଚ୍ଚ ନ ଦେବାରୁ କମ୍ପାନୀ ବିରୋଧରେ ବରଗଡ଼ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ ବୀମାକାରୀ l ତେବେ ଶେଷରେ ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ଅଦାଲତ l ଏନେଇ ବରଗଡ଼ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ 4.30 ଘଣ୍ଟା ସମୟରେ ବରିଷ୍ଠ ଓକିଲ ସୁରେନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us