Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକରେ କୋରାପୁଟ ଥାନା ଓ ଦଶମନ୍ତପୁର ଥାନା ଅଧିନରେ ଥିବା ମୋଟ ୧୩ ଗୋଟି ଅଞ୍ଚଳ ମାନଙ୍କରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

Lakshmipur, Koraput | Aug 30, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ ପୁଣି ଆଜି କୋରାପୁଟ ଥାନା ଓ ଦଶମନ୍ତପୁର ଥାନା ଅଧିନରେ ଥିବା ମୋଟ ୧୩ ଗୋଟି ଅଞ୍ଚଳ ମାନଙ୍କ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ମୋଟ ୮୨୦୦ ଲିଟର ମହୁଲ ପଚ ନଷ୍ଟ କରାଯିବା ସହ ୫୩୦ ଲିଟର ଚୋରା ହାତ ରନ୍ଧା ମହୁଲ ଦେଶୀ ମଦ ଭାଟି ଭାଙ୍ଗିବା ସହ ମଦ ଜବତ କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us