This browser does not support the video element.
ପଟ୍ଟାଙ୍ଗୀ: ଦଲେଇଗୁଡ଼ା ଠାରେ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ଉପ ସ୍ବାସ୍ଥ୍ଯ କେନ୍ଦ୍ର ଉଦଘାଟିତ,ଯୋଗ ଦେଲେ ବିଧାୟକ
Pottangi, Koraput | Sep 12, 2025
ଆଜି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଦଲେଇଗୁଡ଼ା ଠାରେ ଏକ ନବ ନିର୍ମିତ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ଉପ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଉକ୍ତ ସ୍ବାସ୍ଥ୍ଯର ଉଦଘାଟନ କରିଥିବା ଅପରାହ୍ନ ୪ଟା ସମୟରେ ସୂଚନା।