Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପିଲିଗ୍ରୀମ ରୋଡରେ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ଗୁରୁବାର କ୍ଷେତ୍ର ପରିଦର୍ଶନ କଲେ ବିଧାୟକ

Cuttack M Corp PS, Cuttack | Sep 11, 2025
ପିଲିଗ୍ରୀମ ରୋଡ ଠାରେ ସ୍ଥାନୀୟ ଦୋକାନୀଙ୍କର ସମସ୍ୟାର ସମାଧାନ ପାଇଁ କଟକ ମହାନଗର ନିଗମ ଦ୍ଵାରା ଭେଣ୍ଡିଙ୍ଗ ଜୋନ୍(ଦୋକାନ ଗୃହ) ନିର୍ମାଣ ନିମନ୍ତେ କ୍ଷେତ୍ର ପରିଦର୍ଶନ କରାଯାଇଥିଲା l ଗୁରୁବାର ଦିନ ୪ଟାରେ ବିଧାୟକ ସୌଭିକ ବିଶ୍ବାଳ ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମୂରବୀ, ବୁଦ୍ଧିଜୀବି,ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us