Download Now Banner

This browser does not support the video element.

ଦେବଗଡ: ପୋଇପାଣି ନିକଟରେ କାର ଧକ୍କାରେ ଗୁରୁତର ଆହତ ଥିବା ବାଇକ ଚାଳକଙ୍କ ଚିକିତ୍ସାଧରନ ଅବସ୍ଥାରେ ମୃତ୍ୟୁ

Debagarh, Debagarh (Deogarh) | Aug 21, 2025
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପୋଇପାଣି ନିକଟ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥରେ ଗତ ମଙ୍ଗଳବାର ଦିନ ପ୍ରାୟ ୪ ଟାରେ ଏକ କାର ଓ ବାଇକ ମୁହାମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକ ଆହତ ହୋଇଥିଲେ । ତେବେ ଗୁରୁତର ଆହତ ଥିବା ବାଇକ ଚାଳକ ଉଟୁଣିଆ ପଞ୍ଚାୟତର ସୁନୀଲ ଧନୁଆରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ବୁର୍ଲାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ନେଇ ଆଜି ରାତି ୮ ଟାରେ ରିଆମାଳ ଥାନା ଅଧିକାରଙ୍କ ଠାରୁ ସଚନା ମିଳିଛି ।
Read More News
T & CPrivacy PolicyContact Us