This browser does not support the video element.
ଜୁନାଗଡ: ବ୍ଲକ ଅଧ୍ୟକ୍ଷ ଙ୍କ ଡୁଡକେଲ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Junagarh, Kalahandi | Oct 1, 2025
ବ୍ଲକ ଅଧ୍ୟକ୍ଷ ଙ୍କ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 1ତାରିଖ ବୁଧବାର ସକାଳ 10ଟାରୁ 1ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବସଭାବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ରୁ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଧରି ଲୋକେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଡୁଡକେଲ ସ୍ଥିତ ବାସଭବନ କୁ ଆସିଥିବା ବେଳେ ସମସ୍ତଙ୍କ ସମସ୍ୟା ଶୁଣି ତାଙ୍କ ପକ୍ଷ ରେ ଯେତେ ସମ୍ଭବ ସେତିକି ସମସ୍ୟା ର ସମାଧାନ କରିବାର ପ୍ରତିଶୃତି ଦେଲଇଥିଲେ