Download Now Banner

This browser does not support the video element.

ବୌଦ୍ଧ ସଦର: ପ୍ରଣିପାଳନ ବିଭାଗ ଦ୍ୱାରା ହରଭଙ୍ଗା ଠାରେ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ପାଇଁ ତାଲିମ ଶିବିର ଅନୁଷ୍ଠିତ

Baudh Sadar, Boudh (Bauda) | Sep 6, 2025
ପ୍ରାଣୀପାଳନ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରାଯାଇଛି।ଏହି ଅବସରରେ ଆଜି ପଖାପଖି ମଧ୍ୟାନ୍ହ ୧୨ ସମୟରେ ହରଭଙ୍ଗା ପ୍ରଣିପାଳନ ବିଭାଗ ପକ୍ଷରୁ ମଧ୍ୟ ହରଭଙ୍ଗା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ହିତାଧିକାରୀ ମାନଙ୍କୁ ଅନ୍ୟ ରାଜ୍ୟରୁ ଗାଈ କ୍ରୟ କରିବା ପାଇଁ ଷାଠିଏ ରୁ ସତୁରୀ ପ୍ରତିଶତ ରିହାତି ପ୍ରାଣୀ ପାଳନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି।ଏହି ପରିପ୍ରେକ୍ଷୀରେ ହରଭଙ୍ଗା ବ୍ଲକ୍ ରେ ଚୟନ କରାଯାଇଥିବା ୪୮ଜଣ ଚଷୀଙ୍କୁ ଉତ୍ତମ ଗୋପାଳନ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା
Read More News
T & CPrivacy PolicyContact Us