Download Now Banner

This browser does not support the video element.

ଧର୍ମଗଡ: କାସିବାହାଲ ଓ ଖଇରପଦର ପୂଜା ମଣ୍ଡପ ବୁଲିଲେ ଧର୍ମଗଡ ବିଧାୟକ

Dharamgarh, Kalahandi | Oct 1, 2025
ବୁଧବାର ସକାଳ ୧୧ ଟା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା ଙ୍କ ଆଶ୍ରିବାଦ ଭିକ୍ଷା କରି ଅଞ୍ଚଳବାସୀ ଙ୍କୁ ଶାରଦୀୟ ଅଭିନନ୍ଦନ ର ଶୁଭେଚ୍ଛା ଜଣାଇଛନ୍ତି। ଧର୍ମଗଡ ବ୍ଲକ ର ଖଇର ପଦର ଓ କାସିବାହାଲ ପୂଜା ମଣ୍ଡପ ରେ ପହଞ୍ଚି ମା ଦୁର୍ଗା ଙ୍କୁ ପୂଜାର୍ଚନା ପରେ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us