Download Now Banner

This browser does not support the video element.

ତେଲକୋଇ: ଗୋଠଛଡ଼ା ଦନ୍ତାକୁ ନେଇ କନ୍ତଲେଇ ମହାନ୍ତ ସାହି ଭୟର ବାତ ବରଣ ମଧ୍ୟରେ ,ହାତୀକୁ କଡ଼ା ନଜର ରଖିଛି ବନବିଭାଗ

Telkoi, Kendujhar | Oct 1, 2025
କନ୍ତଲେଇ ମହାନ୍ତ ସାହିରେ ଗୋଠ ଛଡ଼ା ଦନ୍ତା , ସାହିରେ ଉତ୍ପାତ କରୁଛି ଦନ୍ତା ଭୟର ବାତାବରଣ ମଧ୍ୟରେ ଲୋକେ । ଧାନ ଫସଲ ଜଗିଥିବା ଲୋକେ ନାହିଁ ନଥିବା ଭୟରେ ।ହାତୀକୁ କଡ଼ା ନଜର ରଖିଛି ଆଜି ରାତ୍ରୀ ୧୧ ଟା ସମୟରେ ତେଲକୋଇ ବନ ବିଭାଗ ।
Read More News
T & CPrivacy PolicyContact Us