Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଅବସରପ୍ରାପ୍ତ କର୍ମଚାରୀ ଭବନ ଠାରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ କଳା ଦିବସ ପାଳିତ

Baripada M, Mayurbhanj | Sep 5, 2025
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ସେପ୍ଟେମ୍ବର ୫ ଗୁରୁ ଦିବସରେ କଳା ଦିବସ ପାଳନ କରିଛନ୍ତି। ଏନେଇ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ବାରିପଦା ସହରର ଅବସରପ୍ରାପ୍ତ କର୍ମଚାରୀ ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us