Download Now Banner

This browser does not support the video element.

ସୁକିନ୍ଦା: କାଳିଆପାଣିରେ କିଡ୍‌ନି ରୋଗ ସ୍ଥିତି ପରଖିଲେ ଏମ୍‌ସ ନିର୍ଦ୍ଦେଶକ ଓ କେନ୍ଦ୍ରୀୟ ଡାକ୍ତରୀ ଦଳ

Sukinda, Jajpur | Sep 11, 2025
କାଳିଆପାଣି ଖଣିଅଞ୍ଚଳରେ ପ୍ରଦୂଷିତ ଜଳ ଓ ପରିବେଶ ପାଇଁ ବର୍ଷବର୍ଷ ଧରି କିଡ୍‌ନି ରୋଗ କାୟା ‌ମେଲାଉଥିବା ଓ ‌ଆକ୍ରାନ୍ତମାନେ ପୋକମାଛି ଭଳି ମରୁଥିବା ପ୍ରସଙ୍ଗକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆଜି କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ପରଖିଛନ୍ତି ।
Read More News
T & CPrivacy PolicyContact Us