This browser does not support the video element.
ସୋନପୁର: ସିଙ୍ଗାରି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଶହ ଗୋଷ୍ଠୀ ଶିକ୍ଷାଧିକାରୀ l
Sonapur, Subarnapur (Sonepur) | Aug 23, 2025
ସୂଚନା ଅନୁସାରେ ଆଜି ଅପରାହ୍ନ 12 ଟା ସମୟରେ ସୋନପୁର ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର ଏବଂ ଶହ ଗୋଷ୍ଠୀ ଶିକ୍ଷଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା କ୍ଲଷ୍ଟର ର ସିଙ୍ଗାରି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣା ପଡିଛି l ଶ୍ରୀ ମିଶ୍ର ଏବଂ ଶ୍ରୀ ପଣ୍ଡା ସିଧା ଶ୍ରେଣୀ ଗୃହକୁ ଯାଇ ଶିକ୍ଷକଙ୍କ ଶିକ୍ଷାଦାନ ବ୍ୟବସ୍ତା ପରଖିବା ଶହ ଛାତ୍ର ଛାତ୍ରୀଙ୍କ ଗହଣରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ l