This browser does not support the video element.
ନୂଆପଡା: ସଦର ବିଜ୍ଞାପିତଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
Nuapada, Nuapada | Aug 31, 2025
ଆଜି ସକାଳ ନଅଟା ସମୟରେ ସଦର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟଳୟରେ ଅଧ୍ୟକ୍ଷ ମହମ୍ମଦ ଆଦମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପରେ ଗାନ୍ଧୀ ପ୍ରମୋଦ ଉଦ୍ୟାନ ରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପକାରାଗାରରେ ଅନ୍ତେବାସୀ ଙ୍କୁ ଫଳ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହି ଅବସରରେ ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ ନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ