Download Now Banner

This browser does not support the video element.

ବାଲିକୁଦା: ସୁକିଦା ଗ୍ରାମରେ ବୃଦ୍ଧା ମା କୁ ପୁଅ ର ଗାଳିଗୁଲଜ ଥାନାରେ ଲିଖିତ ଅଭିଯୋଗ

Balikuda, Jagatsinghpur | Apr 13, 2024
ଆଜି ଦିନ 12ଟା ରେ ସୁକିଦା ଗ୍ରାମର ବିଦୁଲତା ପାଳ ନିଜ ପୁଅ ନାମରେ ଥାନାରେ ଅଭିଯୋଗ କରିଛନ୍ତି l ବିଦୁଲତା ଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ନିଜ ପୁଅ ବିଭିନ୍ନ ପ୍ରକାର ହଇରାଣ କରିବା ସହିତ ଗାଳି ଗୁଲଜ କରୁଥିବା ନେଇ ଆଜି ବାଲିକୁଦା ଥାନାରେ ବିଦୁଲତା ଅଭିଯୋଗ କରିଛନ୍ତି l
Read More News
T & CPrivacy PolicyContact Us