Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ଜିଣ୍ଣ ଉଦ୍ଧାର ନିମନ୍ତେ ପ୍ରସ୍ତୁତିବୈଠକ, ପ୍ରତିକ୍ରିୟା ରଖିଲେ ପୂଜକ
Chhatrapur, Ganjam | Aug 26, 2025
ବ୍ରହ୍ମପୁର ବାବା ନୀଳକଣ୍ଠେଶ୍ଵର ମନ୍ଦିର ଏହା ପ୍ରାୟ ୪ ଶହ ବର୍ଷ ପୁର୍ବର ମନ୍ଦିରକୁ ବର୍ଷା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ମହାଦେବଙ୍କ ଲିଙ୍ଗ ଉପରେ ଜମି ଯାଉଥିବା ବେଳେ ଏହି ମନ୍ଦିର ର ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ କମିଟି ପକ୍ଷରୁ ନିଷ୍ପି ନିଆଯାଇଛି।ମଂଗଳବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ଦିର ପୂଜକ।
Share
Read More News
T & C
Privacy Policy
Contact Us
Your browser does not support JavaScript!