Download Now Banner

This browser does not support the video element.

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

Junagarh, Kalahandi | Sep 28, 2025
ଆଜି 28ତାରିଖ ରବିବାର ସକାଳ 11ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ପରିପେକ୍ଷୀରେ ମହାଳିଙ୍ଗ ଦୁର୍ଗା ପୂଜା କମିଟି ତରଫରୁ କଳସ ଯାତ୍ରା ରେ ଗ୍ରାମର ମହିଳା ମାନେ କଳସି ବୋହିବା ସହିତ ଆଦିବାସୀ ନୃତ୍ୟ ଲୋକଙ୍କ ମନ ମହିଥିବା ବେଳେ ଗୋଲାମୁଣ୍ଡା ଦୁର୍ଗା ପୂଜା ରେ ଗ୍ରାମର ଶତାଧିକ ମହିଳାଙ୍କ କଳସ ବୋହି ପାଣି ଆଣି ଥିଲେ ଏହି ସମୟରେ ଘଣ୍ଟ ଦଳ ଲୋକଙ୍କ ମନ ମହିଥିବା ବେଳେ କେଗାଁ ଠାରେ ମଧ୍ୟ ବାଜା ଶାଳ ଓ ଘଣ୍ଟ ଶଙ୍ଖ ଲୋକଙ୍କ ମନ ମୋହିଛି
Read More News
T & CPrivacy PolicyContact Us