This browser does not support the video element.
ପାଲଲହଡା: ବନର ଗ୍ରାମ ସ୍ଥିତ ଶିବ ମନ୍ଦିର ଠାରେ ବାର୍ଷିକ ରୁଦ୍ରାଭିଷେକ ଅନୁଷ୍ଠିତ ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ
Palalahada, Angul | Nov 20, 2024
ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବନର ଗ୍ରାମ ସ୍ଥିତ ଶିବ ମନ୍ଦିର ଠାରେ ବାର୍ଷିକ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିବା ବୁଧବାର ଅପରାହ୍ନ ୪ଟା ସମୟରେ ଜଣାପଡିଛି। ବନର ଗ୍ରାମ ସ୍ଥିତ ଏହି ରୁଦ୍ରାଭିଷେକ ଅବସରରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀ କାନ୍ତ ସାହୁ ମହୋଦୟ ଯୋଗ ଦେଇ, ଠାକୁରଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି କରଣ ବିଷୟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଠାକୁରଙ୍କ ବିଭୁକୃପା ଲାଭ କରିଥିଲେ।