Install App
arunkshadangi40
This browser does not support the video element.
ଜି ଉଦୟଗିରି: ଉତ୍ତର ଘୁମୁସର ବନ ଡିଭିଜନ ର ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ଙ୍କ କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନ ପରିଦର୍ଶନ ଓ ସମିକ୍ଷା କଲେ
G Udayagiri, Kandhamal | Oct 9, 2025
ଉତ୍ତର ଘୁମୁସର ବନ ଡିଭିଜନ ର ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ଙ୍କ କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନ ପରିଦର୍ଶନ ଓ ସମିକ୍ଷା।ସେ ଏହି ସ୍ଥାନ ପରିଦର୍ଶନ କରିବା ସହ ଘାଟି ଉପରେ ଥିବା ବିପଦ ପୂର୍ଣ୍ଣ ଗଛ ଓ ପଥର କିପରି ଭାବରେ ବାହାର କରାଯିବ ସେ ଉପରେ ଆଲୋଚନା କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଯାହା ସହଯୋଗ ଚାହିଁବେ ତାହା କରାଯିବ ବୋଲି କହିଥିଲେ ଡି ଏଫ୍ ଓ।
Share
Read More News
T & C
Privacy Policy
Contact Us
Your browser does not support JavaScript!