This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଅରଡ ବଜାର ଠାରେ ନକଲି ସାର ଗୋଦାମ ରେ ଗଚ୍ଛିତ ରଖିବା ଅଭିଯୋଗ ରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଚଢ଼ାଉ
Baleshwar M, Balasore | Sep 27, 2025
ବାଲେଶ୍ବର ସହରରେ ରେ ନକଲି ସାର ଗୋଦାମ ରେ ଗଚ୍ଛିତ ରଖିବା ଅଭିଯୋଗ ରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଚଢ଼ାଉ କରାଯାଇଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଗୋଡାଉନ କେଶବ ରଂଜନ ଗିରି ନାମକ ଜଣେ ସାର ଗୋଦାମ ମାଲିକ ଙ୍କ ଗୋଦାମ ରେ ଚଢ଼ାଉ। ଚଢ଼ାଉ ରେ କୃଷି ଅଧିକାରୀଙ୍କ ସମେତ ସହଦେବଖୁଣ୍ଟା ପୋଲିସ ମଧ୍ୟ ସାମିଲ ଥିଲେ। ଗୋଦାମ ରେ ୧୫୮ ଟି ନକଲି ପୋଟାସୀୟମ ସାର ଜବତ କରାଯାଇଛି।ଏନେଇ କୃଷି ବିଭାଗ ଓ ସହଦେବଖୁଣ୍ଟା ପୋଲିସ ପକ୍ଷରୁ ଶନିବାର 4ଘଟିକା ରେ ଅଧିକ ତଦନ୍ତ ଜାରି ରହିଛି।