This browser does not support the video element.
ଡାବୁଗାଁ: ଡାବୁଗାଁ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ
Dabugan, Nabarangpur | Apr 24, 2025
ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି. ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ନୂତନ ରେସନ କାର୍ଡ ବଣ୍ଟନ କରିବା ସହ ସୂର୍ଯ୍ୟ ଘର ଯୋଜନା ରେ ହିତାଧିକାରୀ ଙ୍କୁ ଅର୍ଥ ବଣ୍ଟନ କରିଥିଲେ. କ୍ରୀଡା ର ବିକାଶ ପାଇଁ ପ୍ରତେକ ବ୍ଲକ ରେ ଷ୍ଟାଡିୟମ ନିର୍ମାଣ କରାଯିବ କହିଥିଲେ।ଏହି ଅବସରେ ଡାବୁଗାଁ ବିଡ଼ିଓଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡାବୁଗାଁ ବିଧାୟକ