Install App
santoshbaral67
This browser does not support the video element.
ନିମାପଡା: ଗୋପ ଥାନା ବେଗୁନିଆ ଛକରେ ଭାରସାମ୍ୟ ହରାଇ ୩ଟି ବାଇକକୁ ଧକ୍କା ଦେଇ ଦୋକାନ ଭିତରକୁ ପଶି କାର ଦୁର୍ଘଟଣା ଗ୍ରସ୍ତ, ୩ଆହତ ସୁଚନା
Nimapada, Puri | Aug 26, 2025
ଆଜି ଅପରାହ୍ନ ସାଡେ ୪ଟାରେ ଗୋପ ଥାନା ବେଗୁନିଆ ଛକରେ ଗୋଟିଏ କାର ଭାରସାମ୍ୟ ହରାଇ ୩ଟି ବାଇକକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବ ରେ ଥିବା ଏକ ଦୋକାନ ଭିତରକୁ ପଶି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଜଣ ଆହତ ହୋଇଥିଲା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!