This browser does not support the video element.
ବରଗଡ: ଲେଙ୍ଗୁ ମିଶ୍ର ଛକ ରାସ୍ତା ଅବରୋଧ କଲେ ବରଗଡ଼ ନାଗରିକ ମଞ୍ଚ,ଶୁଣନ୍ତୁ ପ୍ରତିକ୍ରିୟା
Bargarh, Bargarh (Baragarh) | Sep 9, 2025
ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ଦିବା 11.30 ଘଣ୍ଟା ସମୟରେ ଲେଙ୍ଗୁ ମିଶ୍ର ଛକ ରାସ୍ତା ଅବରୋଧ କରାଯାଇଛି | ବରଗଡ଼ ସହରର ମୁଖ୍ୟ ରାସ୍ତା ଲେଙ୍ଗୁ ମିଶ୍ର ଛକରୁ ଜିରା ନଦି ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବରଗଡ଼ ବାସି | ବରଗଡ଼ ସହରରେ ବର୍ତ୍ତମାନ ଜବର ଦଖଲ ଉଚ୍ଛେଦ କରାଯାଉଛି ତେବେ ବରଗଡ଼ ସହରର ମୁଖ୍ୟ ରାସ୍ତା ଲେଙ୍ଗୁ ମିଶ୍ର ଛକରୁ ଜିରା ନଦୀ ପର୍ଯ୍ୟନ୍ତ ରାସ୍ତା ଆଜି ପର୍ଯ୍ୟନ୍ତ ପ୍ରଶାସନ ଭାଙ୍ଗି ପାରିଲା ନାହିଁ ଯାହାକୁ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।