Download Now Banner

This browser does not support the video element.

ଆନନ୍ଦପୁର: ଛେନାପଦି ଛକରେ ଟ୍ରକ ସାଇଟ ବାରିବାରୁ ବାଇକ ଅରୋହି ଆହତ

Anandapur, Kendujhar | Aug 21, 2025
ଛେନାପଦି ଛକ ତାରିଣୀ ମନ୍ଦିର ସମ୍ମୁଖରେ ଟ୍ରକ ସାଇଟ ବାରିବାରୁ ଜଣେ ବାଇକ ଅରୋହି ତଳେ ପଡି ଆହତ ହୋଇଛନ୍ତି। ସୂଚନା ଅନୁଯାଇ ଆଜି ଅପରାହ୍ନ୫ଟା ବେଳେ ଜଣେ ବାଇକ ଅରୋହି ଭଦ୍ରକ ପଟୁ ଆନନ୍ଦପୁର ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଆସୁଥିବା ଏକ ଟ୍ରକ ସାଇଟ ମାରିବାରୁ ବାଇକ ଅରୋହି ଜଣକ ତଳେ ପଡିଯାଇ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇ ଚିକିତ୍ସା କରା ଯାଇଛି।
Read More News
T & CPrivacy PolicyContact Us