Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପରଟା ଗାଁରେ ଧାନ ଚାଷ ଜମି ଜଳ ମଗ୍ନ, ପାତ୍ରପଣ୍ଡୀ ଗ୍ରାମରେ ଭାଙ୍ଗିଲା ଘର

Pottangi, Koraput | Aug 27, 2025
ଲଗାଣ ବର୍ଷାରେ ବେହାଲ ନନ୍ଦପୁର ବ୍ଲକ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ପଞ୍ଚାୟତ ପରଟା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଧାନ ଚାଷ ଜମିରେ ଜଳ ମଗ୍ନ ହୋଇ ଧାନ ତଳି ନଷ୍ଟ ହୋଇଥିବା ଚାଷୀ ନିରାଶ ହୋଇ ଭାଙ୍ଗି ପଡିଛନ୍ତି। ଏକାଧିକ ଚାଷୀଙ୍କ ବିଲରେ ମାଟି,ବାଲି ମୋରମ ମାଡ଼ିଯାଇଛି।ଫଳରେ ବିଲରେ ରୁଆ ହୋଇଥିବା ଧାନ ତଳି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି।ଲାଗିଥିବା ବର୍ଷା ରେ ପାତ୍ର ପଣ୍ଡୀ ଗ୍ରାମ ରେ ସମସା ସୀସାଙ୍କ ଘର ଭାଙ୍ଗି ଯାଇଛି l
Read More News
T & CPrivacy PolicyContact Us