This browser does not support the video element.
ବୀରମହାରାଜପୁର: ମୁର୍ଷୁଣ୍ଢୀ ଆଡିଆପଡ଼ା ଠାରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ, ଯୋଗଦେଲେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ
Biramaharajpur, Subarnapur (Sonepur) | Sep 6, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀ ଅଡିଆପଡ଼ା ଠାରେ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ଭାଗବତ ଜନ୍ମ ଅବସରରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପରାୟନକୁ ବ୍ୟାସ ଭାବରେ ବର୍ଷା ରାଣୀ ତ୍ରିପାଠୀ ଯୋଗଦେଇ ସଙ୍ଗିତମୟ ସୁନ୍ଦରାକାଣ୍ଡ ପାରାୟଣ କରିଥିଲେ l କର୍ତ୍ତା ଭାବରେ ଶ୍ରୀନିବାସ କ୍ଷେତି କର୍ତ୍ତା ଭାବରେ କର୍ୟନିର୍ବହ କରିଥିବା ବେଳେ ପ୍ରଦୀପ କୁମାର୍ ରଥ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ଉକ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ତଥା ଶ୍ର