This browser does not support the video element.
ବୀରମହାରାଜପୁର: ବିନିକା ସ୍ଥିତ ଚନ୍ଦ୍ରମା ହୋଟେଲ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଓ ସଭାପତି ଚୟନ ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 24, 2025
ବିନିକା ସ୍ଥିତ ଚନ୍ଦ୍ରମା ହୋଟେଲ ଆଜି ଅପରାହ୍ନ 5ଟା ପର୍ଯ୍ୟନ୍ତ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଓ ସଭାପତି ଚୟନ ଅନୁଷ୍ଠିତ ହୋଇଯାଇଛି l ଯୁବ ନେତା ପ୍ରଦୀପ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଦିଲ୍ଲୀପ ଦୁରିଆ ଯୋଗ କଂଗ୍ରେସ ସଂଗଠନ କୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ | ବିନିକା ବ୍ଲକ ଓ ନଗର ପକ୍ଷରୁ ବହୁ କଂଗ୍ରେସ କର୍ମୀ ଯୋଗଦେଇ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ମଜବୁତ କରିବା ସାଙ୍ଗକୁ ଅଧିକରୁ ଅଧିକ ଲୋକଙ୍କୁ କିପରି ଦଳରେ ସାମିଲ କରାଯିବ ଏବଂ ହେବାକୁ ଯାଉଥି