Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ଅପରେସନ ସିନ୍ଦୁରର ସ୍ମୃତିରେ ରାଉରକେ ଲା ସ୍ୱୟଂଶାସିତ କଲେଜରେ ସ୍ବେତ୍ସାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି

Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ତାରିଖ ସକାଳ ୧୦ଟା୩୦ମିନିଟ ସମୟରେ ଅପରେସନ ସିନ୍ଦୁରର ସ୍ମୃତିରେ ରାଉରକେଲା ସ୍ୱୟଂ.ଶାସିତ କଲେଜର ରକ୍ତଦାନ ଶିବିର ଆୟୋଜନରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବରର ଉଦଘାଟନ କରିଥିଲେ,ରକ୍ତଦାନ ଶିବିରରେ ରାଉରକେଲା ସ୍ୱୟଂ ଶାସିତ କଲେଜର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀମାନେ ସୁନ୍ଦ୍ର୍ରର ପରିଚାଳନରେ ସମସ୍ତ ପ୍ରକାର ସହଯୋଗ କରିଥିଲେ
Read More News
T & CPrivacy PolicyContact Us