This browser does not support the video element.
ବଲାଙ୍ଗୀର: ସିନ ଖମନ ବ୍ରିଜ ଉପରେ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି
Balangir, Balangir | Aug 25, 2025
Breaking.... ବଲାଙ୍ଗୀର;- 26ନଂ ଜାତୀୟ ରାଜପଥ ସିନଖମନ ବ୍ରିଜ ଉପରେ ଦୁର୍ଘଟଣା I ବ୍ରିଜ ମରାମତି ଚାଲିଥିବା ବେଳେ ରାସ୍ତା ରେ ରକ୍ଷା ଜାଇ ଥିବା ସାମଗ୍ରୀ ରେ ପିଟିହୋଇ ଜଣେ ମୃତ, ଜଣେ ଗୁରୁତର I ମୃତକ ହେଲେ କଳାହାଣ୍ଡି ଜୁନାଗଡର କୁରୁକ୍ଷେତ୍ର ପଟେଲ ବୋଲି ସୂଚନା ମିଳିଛି ଓ ଗୁରୁତର ଜଣକ ମଙ୍ଗ ରାଜ୍ ପଟେଲ ରହୀ ଥିବା ଜଣା ପଡିଚି I ବାଇକରେ ବଲାଙ୍ଗୀର ପଟକୁ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା I ଘଟଣା ସ୍ଥଳରେ ବଲାଙ୍ଗୀର ଏସଡିପିଓ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି I ଦୁର୍ଘଟଣା ସ୍ଥଳରେ ଉତେଜନା I ଦେଖା ଦେଇଛି