This browser does not support the video element.
ଗୋବିନ୍ଦପୁର: ଯୋଗୀମୁଣ୍ଡା ଠାରେ ସାପ କାମୁଡ଼ାରେ ଶିଶୁ ଆହତ
Govindpur, Sambalpur | Aug 30, 2025
ଯୋଗିମୁଣ୍ଡା ଠାରେ ସାପ କାମୁଡ଼ାରେ ଜଣେ ଶିଶୁ ଆହତ ହୋଇଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବାମରା ବ୍ଲକ କୁଟାରିମାଲ ପଞ୍ଚାୟତ ଅନ୍ତର୍ଗତ ଯୋଗୀମୁଣ୍ଡ ଗ୍ରାମ ର ରଞ୍ଜିତ କେଛୁ ଙ୍କ ୩ ବର୍ଷର ପୁଅ ଅଭିରାଜ୍ କେଛୁ ଶନିବାର ରାତି ପ୍ରାୟ ୧୦ ଟା ସମୟରେ ସେ ଘରେ ଥିବା ବେଳେ ତାଙ୍କ ଗୋଡୋ ରେ ଏକ ବିଷାକ୍ତ କମନ୍ କ୍ୟାଟ ସ୍ନେକ୍ ବା ଡାଲି ସାପ କାମୁଡି ଦେଇଥିଲା। ଆହତ ଶିଶୁ ଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।