This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ କଂଗ୍ରେସ କମିଟିର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ RMC ପ୍ରାଙ୍ଗଣରେ ଅନୁଷ୍ଠିତ
Phulabani Town, Kandhamal | Aug 21, 2025
କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ କଂଗ୍ରେସ କମିଟିର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ RMC ପ୍ରାଙ୍ଗଣରେ ପୂର୍ବତନ ସଭାପତି ତଥା ସମିତି ସଭ୍ୟା ଶ୍ରୀମତୀ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କ ଆବାହକତ୍ଵରେ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। କଂଗ୍ରେସ ଦଳର ଏହି ବୈଠକରେ ପର୍ଯ୍ୟବେକ୍ଷକ ତଥା ରାୟଗଡ଼ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ପାଲାସ୍ଵାମୀ , ସ୍ଥାନୀୟ ଜି. ଉଦୟଗିରିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ଚନ୍ଦ୍ରଶେଖର ପରିଡ଼ା ଯୋଗ ଦେଇ ଦଳୀୟ କର୍ମୀମାନଙ୍କୁ ସାଙ୍ଗଠାନିକ ବିଷୟରେ ଉତ୍ସାହିତ କରିଥିଲେ।