Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆଦି କର୍ମଯୋଗୀ ଅଭିଯାନ କାଯ୍ୟକ୍ରମ ର ଶୁଭ ଉଦଘାଟନ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି,

Phulabani Town, Kandhamal | Sep 8, 2025
କନ୍ଧମାଳ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆଦି କର୍ମଯୋଗୀ ଅଭିଯାନ କାଯ୍ୟକ୍ରମ ର ଶୁଭ ଉଦଘାଟନ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ସମୟରେ ଆରମ୍ଭ ହଇଥିବା ବେଳେ ଆଡିଶିନାଲ EO, ADM ନରେନ୍ଦ୍ର ନାୟକ, ଏବଂ DMT ଉପସ୍ଥିତ ରହି ଶୁଭାରମ୍ଭ କରିଥିବା ବେଳେ, 40ଜଣ BMTବ୍ଲକ ଲେବେଲ ଟ୍ରେନର 3ଦିନ ଧରି ଟ୍ରେନିଂ ନେବାର କାଯ୍ୟକ୍ରମ ରହିଛି, ଏହି BMT ମାନଙ୍କୁ ବ୍ଲକ ର ବିଡିଓ ମାନେ ରେକମେଣ୍ଡେଣ୍ଡ କରିଛନ୍ତି ଯାହାକି 395ଗ୍ରାମରେ ସଂଯୋଗ ହଇପାରିବ
Read More News
T & CPrivacy PolicyContact Us