Download Now Banner

This browser does not support the video element.

ସୋନପୁର: ବସାଶଙ୍କର ପାଖରୁ ୧୬୦ ଲିଟର ଦେଶୀ ମଦ ସହ ଏକ ବାଇକ ଯବତ ଅବକାରୀ ଥାନାରେ ମାମଲା ରୁଜ୍ଜୁ।

Sonapur, Subarnapur (Sonepur) | Sep 11, 2025
ବସାଶଙ୍କର ପାଖରୁ ୧୬୦ ଲିଟର ଦେଶୀ ମଦ ସହ ଏକ ବାଇକ ଯବତ ଅବକାରୀ ଥାନାରେ ମାମଲା ରୁଜ୍ଜୁ। ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ସଦର ଅବକାରୀ ଓଆଇସି ସାନ୍ତାନୁ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ତରଭା ଥାନା ଅନ୍ତର୍ଗତ ବସାସଙ୍କର ପାଖରୁ ଏକ ବାଇକ ସହ ୧୬୦ ଲିଟର ମଦକୁ ଯବତ କରିଛନ୍ତି ଅବକାରୀ ଷ୍ଟାପ୍ । ଏହି ସବୁ ମଦ ବୌଦ୍ଧ ପଟରୁ ସୁବର୍ଣ୍ଣପୁର ସହରକୁ ଅସୁଥିବା ସୂଚନା ମିଳିଛି।।ଗିରଫ ହୋଇ ଥିବା ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲାର ସୁସାନ୍ତ ପାତ୍ର ବୋଲି ସୂଚନା ମିଳିଛି
Read More News
T & CPrivacy PolicyContact Us