Download Now Banner

This browser does not support the video element.

ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ବିବାହିତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ କଥା କୁ ନେଇ ଆଜି ଥାନାରେ ସ୍ୱାମୀ ଙ୍କ ନାମରେ ଅଭିଯୋଗ କଲେ ସ୍ତ୍ରୀ

Narala, Kalahandi | Sep 13, 2025
ନର୍ଲା ଥାନା ଅଞ୍ଚଳର ଦୁଇ ବିବାହିତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି ପାରିବାରିକ କଥା କୁ ନେଇ ଗଣ୍ଡଗୋଳ ଝଗଡା ହୋଇଥିଲେ ଏଥିରେ ସ୍ତ୍ରୀ ସ୍ଵାମୀ ଙ୍କ ନାମରେ ଆଜି ଶନିବାର ଦିନ ଅପରାହ୍ନ ତିନିଟା ସମୟରେ ଥାନରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପାଇଁ ପୋଲିସ ଉଭୟ ପକ୍ଷ ଙ୍କୁ ଡକାଇ ବୁଝାସୁଝା କରିଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us