Download Now Banner

This browser does not support the video element.

ପଦ୍ମପୁର: ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଯାୟୀ ବୁଡାମାଲ ଗ୍ରାମକୁ ଯାଇ ନାମ ଲେଖାଇବା ପାଇଁ ରାଜି କରାଇଲେ ବିଇଓ

Padmapur, Bargarh (Baragarh) | Aug 22, 2025
ରାଜବୋଡାସମ୍ବର ବ୍ଲକ ଅଧିନସ୍ଥ ବୁଡାମାଲ ଗ୍ରାମର ସୁବ୍ରତ ପଟେଲ ଅଷ୍ଟମ କ୍ଲାସ ରୁ ପାଠ ପଢ଼ା ଛାଡି କପଡ଼ା ବୁଣା କାମ କରୁଥିଲେ।ଏହି ଖବର ଜାଣିବା ପରେ beo ଲୋକନାଥ ଭୋଇ ଗାଁ କୁ ପହଂଚି ଛାତ୍ର ର ପିତା ମାତା ସହ କଥା ହୋଇ ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ଆଜି 12ଟା ସମୟ ପାଖା ପାଖି ରେ ନାମ ଲେଖାଇଥିଲେ। ଏହି କାର୍ଯ୍ୟକ୍ରମ ରେ abeo ଜୟ କୁମାର ସାହୁ, crcc ଅଭିଷେକ ମହାନ୍ତି, ବେଣୁଧର ବରିହା ଉପସ୍ଥିତ ଥିଲେ। ଏ ଯାଏଁ 56 ଜଣ ଛାତ୍ରଙ୍କୁ ବିଭିନ୍ନ ସ୍କୁଲରେ ନାମ ଲେଖା ଯାଇଛି ବୋଲି ସୂଚନା ଦେଇଛନ୍ତି beo
Read More News
T & CPrivacy PolicyContact Us