This browser does not support the video element.
ଢେଙ୍କାନାଳ ସଦର: ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ପକ୍ଷରୁ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଅନୁଷ୍ଠିତ
Dhenkanal Sadar, Dhenkanal | Aug 26, 2025
ଢେଙ୍କାନାଳ ଓଡାପଡା ବୁକ ଖଡଗପ୍ରସାଦ ଗ୍ରାମରେ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ଗଢିଉଠିଛି ।ଏହି ମାରିକ ମାନେ ଟ୍ରକ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ଏଥିରେ କାର୍ଯ୍ୟକରୁଥିବା ଡ୍ରାଇଭର ଓ ହେଲଫର ମାନେ ମଧ୍ୟ ପରିବାର ଚଳାଇବାରେ ସକ୍ଷମ ହୁଅନ୍ତି । ହେଲେ ଅଞ୍ଚଚଳର ଥିବା ଏକ କମ୍ପାନୀ ମନମାନୀ କରି ବ୍ରାହ୍ମଣୀ ଟ୍ରକ ମାଲିକ ସଂଘର ଗାଡ଼ି ଗୁଡିକୁ କାର୍ଯ୍ୟରେ ଲଗାଇବା ପାଇଁ ଉଚିତ ମୂଲ୍ୟ ଦେଉନ ଥିବାରୁ ମାଲିକମାନେ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ।