This browser does not support the video element.
ପିପିଲି: କୌଶଲ୍ୟା ପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ ମାମଲା, ୨ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Aug 28, 2025
ଗତକାଲି ବିଳମ୍ବିତ ରାତିରେ ପିପିଲି ଥାନା ଅନ୍ତର୍ଗତ କୌଶଲ୍ୟା ପୁର ଗ୍ରାମର ବ୍ରହ୍ମାନନ୍ଦ ଭୋଇଙ୍କ ଘରୁ ଦୃର୍ବୁତ୍ତ ମାନେ ଘର କରଣା ସାମଗ୍ରୀ ଚୋରୀ କରିନେବା ମାମଲାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ସେହିଗ୍ରାମର ହାପୀ ଭୋଇ ଓ ଧଉଳି ଥାନା ଅନ୍ତର୍ଗତ କମଢେଇ ଗୋପିନାଥ ପୁର ଗ୍ରାମର କାହ୍ନା ଭୋଇ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ୨ଜଣଙ୍କୁ ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି।