This browser does not support the video element.
ସୁକିନ୍ଦା: ଦଲକି ଗ୍ରାମରେ ଜଙ୍ଗଲି ଦନ୍ତା ହାତୀ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ
Sukinda, Jajpur | Sep 2, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଦଲକି ଗ୍ରାମରେ ଜଙ୍ଗଲି ଦନ୍ତା ହାତୀ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ମଙ୍ଗଳବାର ସକାଳ 7 ଘଟିକା ସମୟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଢେ଼ଙ୍କାନାଳ ସୀମାନ୍ତ ଜଙ୍ଗଲରୁ ଆସିଥିବା ଏକ ଜଙ୍ଗଲି ହାତୀ ଦଲକି ଗ୍ରାମରେ ପଶିଯିବା ଫଳରେ ଗ୍ରାମରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।