Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଛୁରୀପଡ଼ା ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ, ଆହତଙ୍କୁ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି

Baleshwar M, Balasore | Oct 5, 2025
ବେଆଇନ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି, ଏହି ଭୟଙ୍କର ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଦୁଇ ଆହତ ହୋଇଛନ୍ତି ସମସ୍ତଙ୍କୁ ବାଲେଶ୍ଵର ରେମୁଣା ମେଡିକାଲ କଲେଜ୍ ରେ ଭର୍ତି କରାଯାଇଛି। ସୂଚନାନୁଯାୟୀ ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମର ବେଆଇନ ବାଣ ପ୍ରସ୍ତୁତି କଲା ବେଳେ ଘଟିଲା ବିସ୍ଫୋରଣ l ଏଥିରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ। ସେମାନଙ୍କୁ ରେମୁଣା ମେଡିକାଲ କଲେଜ୍ ରେ ଭର୍ତ୍ତି କରାଯାଇଥିଲା । ଓ ପରେ ଗୁରୁତର ଆହତ ଙ୍କୁ ରବିବାର ଅପରାହ୍ନ ୫ଘଟିକା ରେ କଟକ ସ୍ଥାନାନ୍ତର କରାଯାଇଥିଲା।
Read More News
T & CPrivacy PolicyContact Us