Download Now Banner

This browser does not support the video element.

ବରଗଡ: ବରଗଡ଼ ନିଷ୍ଠା ପରିବାରକୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସୋହେଲା ଠାରେ କରାଗଲା ସମ୍ବର୍ଦ୍ଧିତ

Bargarh, Bargarh (Baragarh) | Sep 3, 2025
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବରଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ୟୁଥ ଆଇକନ ତାଣ୍ଡୋଲ ତରଫରୁ ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସୋହେଲା ଠାରେ ସମ୍ୱର୍ଦ୍ଧିତ କରାଯାଇଛି | ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ତାଣ୍ଡୋଲ ଗ୍ରାମରେ ଗତ ୨୭ ତାରିଖ ଦିନ ନୂଆଁଖାଇ ଭେଟଘାଟ ଉତ୍ସବ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ସେହିଦିନ ନୂଆଁଖାଇ ଥିବାରୁ ନିଷ୍ଠା ପରିବାର ଉପସ୍ଥିତ ହୋଇ ପାରିଲେ ନାହିଁ ତେବେ ଆଜି ସୋହେଲାରେ ଚାଲିଥିବା ରକ୍ତଦାନ ଶିବିରକୁ ୟୁଥ ଆଇକନ ତାଣ୍ଡୋଲର ସଭାପତି ବିକାଶ ସାହା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ
Read More News
T & CPrivacy PolicyContact Us