Download Now Banner

This browser does not support the video element.

ଜମନକିରା: ସ୍ଥାୟୀ ଦରମା ସମେତ ୪ ଦଫା ଦାବି ନେଇ ମିଶନ ଶକ୍ତି କର୍ମୀ ଙ୍କ ଦ୍ଵାରା ଜମନକିରା ବ୍ଲକ ଅଫିସ ରେ ଦାବିପତ୍ର ପ୍ରଦାନ

Jamankira, Sambalpur | Sep 6, 2025
ଜମନକିରା ବ୍ଲକ ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘ ପକ୍ଷରୁ ଜମନକିରା ବିଡ଼ିଓ ଙ୍କ ଅନୁପସ୍ଥିତୀରେ ଶନିବାର ଦିନ ଏବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଅନୁଯାଇ ଜିପିଏଲଏଫ ମିଶନ ଶକ୍ତି କର୍ମୀ ଙ୍କ ଦରମା କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ବଦଳରେ ଫିକ୍ସ ଦରମା କରାଯାଉ। ଜିପିଏଲଏଫ ମିଶନ ଶକ୍ତି କର୍ମୀ ଙ୍କ ଦରମା ରେ ସମାନ୍ତ ନରହିଲେ ଏହା ଭେଦ ଭାବ ସୃଷ୍ଟି କରି ଏହା ଅସମାନତା ଦେଖା ଦେବ।
Read More News
T & CPrivacy PolicyContact Us