Download Now Banner

This browser does not support the video element.

ବରଗଡ ସଦର: ତୋରା କଲ୍ୟାଣ ମଣ୍ଡପ ଠାରେ ଏକୋଇଶି ଘର କୈବର୍ତ୍ତ ସମାଜ ପକ୍ଷରୁ ଶ୍ରୀ ରାମଙ୍କ ପଦ ଧୌତ ମହୋତ୍ସବ ଅନୁଷ୍ଠିତ

Bargarh Sadar, Bargarh (Baragarh) | Nov 3, 2024
ବରଗଡ ଉପକଣ୍ଠ ତୋରା କଲ୍ୟାଣ ମଣ୍ଡପ ଠାରେ ରବିବାର ଅପରାହ୍ନ 2 ଘଣ୍ଟା ସମୟରେ ଏକୋଇଶି ଘର କୈବର୍ତ୍ତ ସମାଜର ଶ୍ରୀରାମଙ୍କ ପଦ ଧୌତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ତେବେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କୈବର୍ତ୍ତ ସମାଜ ଏକତ୍ରିତ ହୋଇ ନୂତନ ପିଢ଼ି କିପରି ଶିକ୍ଷାରେ ଆଗୁଆ ରହିବେ, ଲୋକସମ୍ପର୍କ ଏବଂ ମହିଳା ଓ ନିଷ୍ପେସିତ ମାନଙ୍କ ପ୍ରତି ଉଦାର ଭାବନା ରଖିବେ ଏହାକୁ ମୂଳ ମନ୍ତ୍ର କରିଥିବାବେଳେ ଶେଷରେ ପ୍ରଭୁ ଶ୍ରୀରାମଙ୍କ ପଦ ଧୌତ କରାଯାଇଥିଲା | ତେବେ ତ୍ରେତୟା ଯୁଗରୁ ପ୍ରଭୁ ଶ୍ରୀରାମଙ୍କ ସହିତ ଏହି କୈବର୍ତ୍ତ ମାନଙ୍କ ଅତି ନିବିଡ଼ ସମ୍ପର୍କ ରହିଛି ବୋଲି ପୁରାଣ
Read More News
T & CPrivacy PolicyContact Us