Download Now Banner

This browser does not support the video element.

ରାଇରଙ୍ଗପୁର ସହର: ରାଇରଙ୍ଗପୁର ବସ ଷ୍ଟାଣ୍ଡରେ ଝାଡୁ ଲଗାଇଲେ ପୋୖର ପରିଷଦ କର୍ମଚାରୀ

Rairangpur Town, Mayurbhanj | Sep 19, 2024
ଆଜି ସକାଳ ୮ ଟା ସମୟ ରାଇରଙ୍ଗପୁର ପୋୖର ପରିଷଦ ପକ୍ଷରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ବସ ଷ୍ଟାଣ୍ଡ ପରିସରରେ ଥିବା ଅଳିଆ ଆବର୍ଜନା ଗୁଡିକୁ ଝାଡୁ ଲଗାଇ ପୋୖର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟ କରିଥିଲେ।
Read More News
T & CPrivacy PolicyContact Us