Download Now Banner

This browser does not support the video element.

ବରଗଡ: ଗାନ୍ଧୀ ଛକ ଠାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ ସହ ଚୋରୀ ଗାଡ଼ି ଯାଞ୍ଚ କଲା ଟାଉନ ପୋଲିସ

Bargarh, Bargarh (Baragarh) | Sep 4, 2025
ବରଗଡ଼ ଗାନ୍ଧୀଛକ ଠାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ ସହ ଚୋରି ଗାଡି ଯାଞ୍ଚ କରୁଛି ଟାଉନ ପୋଲିସ | ଗୁରୁବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଟାଉନ ପୋଲିସ ଓ ଟ୍ରାଫିକ ପୋଲିସ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସହ ଚୋରି ଗାଡି ଯାଞ୍ଚ କରୁଛି | ଏନେଇ ଅନେକ ଗାଡିକୁ ଅଟକାଇବା ସହ ଯାଞ୍ଚ କରାଯାଇଥିଲା | ବରଗଡ଼ରେ ବାଇକ ଚୋରି ବଢ଼ୁଥୁବା ବେଳେ ଏହାକୁ ନେଇ ପୋଲିସ ପ୍ରଶାସନ କଡାକୁଡି କରିଛି ଏବଂ ଯାଞ୍ଚ କରୁଛି | ଗାଡି ମାଲିକ ମାନଙ୍କୁ ସଚେତନ କରାଯାଇଥିଲା |
Read More News
T & CPrivacy PolicyContact Us