Download Now Banner

This browser does not support the video element.

ଜୟପୁର: ଫେରାର 4 ଅଭିଯୁକ୍ତ କୁ ଫାମ୍ପୁଣିରୁ ଗିରଫ କଲା ଜୟପୁର ସଦର ପୋଲିସ

Jeypore, Koraput | Sep 27, 2025
ଫେରାର ୪ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଫାମ୍ପୁଣି ଗ୍ରାମର ଦୁଯ୍ୟଧନ ବାଘ ଭୀମ ବାଘ, ଧନ ଏଲିୟସ ଧନୁ ହରିଜନ, ବୁଟି ଏଲିୟସ ଭକ୍ତ ରାମ ହରିଜନ । ସୁଚନା ଅନୁଯାଇ ଫାମ୍ପୁଣି ଗ୍ରାମର ୪ ଅଭିଯୁକ୍ତ ନାମରେ ଜୟପୁର ସଦର ଥାନାରେ ୨୦୧୬ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଆଜି ଗିରଫ କରି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us