Install App
santoshbaral67
This browser does not support the video element.
ନିମାପଡା: କେରଳରେ ମୃତ୍ୟୁ ବରଣ କରିଥିବା ବଡମାଛ ପୁର ଗ୍ରାମର ସ୍ୱର୍ଗତ ବିଜୟ ନାୟକଙ୍କୁ ବିମାନ ବନ୍ଦର ଠାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ
Nimapada, Puri | Aug 28, 2025
କେରଳ ରେ ମୃତ୍ୟୁ ବରଣ କରିଥିବା ନିମାପଡା ବ୍ଲକ୍ ଅନ୍ତର୍ଗତ ବଡମାଛ ପୁର ଗ୍ରାମର ବିଜୟ ନାୟକଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ସେଠାରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ପରେ ପ୍ରଶାସନ ପକ୍ଷରୁ ବିଜୟଙ୍କ ଭାଇଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!