Download Now Banner

This browser does not support the video element.

ଅତାବିରା: ଘନଘାଟିରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ୬୫୦୦ ଲିଟର ମହୁଲି ପୋଚ ନଷ୍ଟ

Attabira, Bargarh (Baragarh) | Sep 10, 2025
ଅତାବିରା ଥାନା ଅଧିନ ଘନଘାଟିରେ ଅବକାରୀ ବିଭାଗ ଓ ପୋଲିସ ଷ୍ଟାଫର ମିଳିତ ଭାବେ ଚଢାଉ କରି ୬୫୦୦ ଲିଟର ମହୁଲି ପୋଚ ନଷ୍ଟ କରିଥିବା ଆଜି ବୁଧବାର ସକାଳ ୧୦ଟାରେ ଅବକାରୀ ବିଭାଗ ସୂଚନା ଦେଇଛନ୍ତି |
Read More News
T & CPrivacy PolicyContact Us