Download Now Banner

This browser does not support the video element.

କୋଟପାଡ: ବୋରିଗୁମ୍ମା ଡାକ ବଙ୍ଗଳା ଠାରେ ସାଂସଦଙ୍କ ପ୍ରତିନିଧିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ

Kotpad, Koraput | Jul 25, 2025
କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଶାହାଣ୍ଡି ମଣ୍ଡଳ ର ଜୋନ୍ ଏକ ର ବିଭିନ୍ନ କାର୍ଯ୍ୟାଳୟ ନିମନ୍ତେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ନିଜ ୭ ଜଣ ପ୍ରତିନିଧି ନିଯୁକ୍ତ କରିଛନ୍ତି।ସେମାନଙ୍କୁ ଆଜି ଫୁଲ ତଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ବ୍ଲକ. ତହସିଲ. ମୁତ୍ରିକା ବିଭାଗ ନିମନ୍ତେ ଯେ ଶ୍ରୀନିବାସ ରାଓ ଶିକ୍ଷାବିଭାଗ ଓ ମେଡିକାଲ ନିମନ୍ତେ ଚନ୍ଦ୍ରଧ୍ଵଜ ନାୟକ. ବନବିଭାଗ. Olm. Icds ନିମନ୍ତେ ଲମ୍ବଧର ସିଙ୍ଗ. ଭେଟନାରୀ. ଫିସେରି ବିଭାଗ ନିମନ୍ତେ ପ୍ରହ୍ଲାଦ ଭଳି ସମସ୍ତଙ୍କୁ ଦାଇତ୍ୱ ଦିଆଯାଇଛି
Read More News
T & CPrivacy PolicyContact Us