Download Now Banner

This browser does not support the video element.

ପଟ୍ଟାଙ୍ଗୀ: ବତ୍ରିସ ସିଂହାସନ ନନ୍ଦପୁରରେ ଷଷ୍ଠୀ ପୂଜା

Pottangi, Koraput | Sep 28, 2025
ଆଜି ମା'ଙ୍କ ଷଷ୍ଠୀ ପୂଜା ।ଚଳଚଞ୍ଚଳ ହୋଇ ଉଠିଛନ୍ତି ଗାଁ ଠୁ ସହର।ଧରା ପୃଷ୍ଠକୁ ଓହ୍ଲାଇବେ ମା' । ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମା'ଙ୍କ ଷଷ୍ଠୀ ପୂଜା । ଜଗତଜନନୀ ମାତାଙ୍କ ପୂଜା ଅବସର ହୋଇଥିବାରୁ ଆଜି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବତ୍ରିସ ସିଂହାସନ ନନ୍ଦପୁରରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛି। ବେଲବରଣ ଓ କଳସ ଅଧିବାସ ବିଧି ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇଥିବା ସଂଧ୍ଯା ୫ଟା ସମୟରେ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us