This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ଥାନା ଅଞ୍ଚଳରେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା,ଅଭିଯୁକ୍ତ ଗିରଫ
Dabugan, Nabarangpur | Sep 3, 2025
ପାପଡାହାଣ୍ଡି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ପୋଲିସ ଚିକିଲି ଗ୍ରାମର ବିକାଶ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପାଞ୍ଚ ବର୍ଷ ପୂର୍ବେ ଯୁବତୀଙ୍କ ସହ ପ୍ରେମ ଓ ପରେ ଶାରୀରିକ ସଂପର୍କ ରଖିଥିଲା ଅଭିଯୁକ୍ତ | ପରେ ମାନସିକ ନିର୍ଯ୍ୟାତନା ସହ ଅନ୍ୟ ଯୁବତୀ ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ ହୋଇଛି | ପୋଲିସ କେସ ନମ୍ବର 183/25ରେ ମାମଲା ରୁଜୁ କରି କୋର୍ଟ ଚଲାଣ କରିଛି |